Latest Odisha News

BREAKING NEWS

ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତି

ମୁମ୍ବାଇ: ଚଳିତ ଆଇପିଏଲରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଉଭୟ ଦଳ ମଧ୍ୟରେ ଓଭରାଲ ୨୨ ମ୍ୟାଚ ଖେଳାଯାଇଛି । ଦିଲ୍ଲୀ ୧୧ ଓ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚରେ ବିଜୟ ହାସଲ କରିଥିବାରୁ ଏହି ମ୍ୟାଚ ମଧ୍ୟ ରୋମାଂଚକର ହେବ ବୋଲି ଆଶା କରାଯାଉଛି ।

ଦିଲ୍ଲୀ ଚଳିତ ଆଇପିଏଲରେ ବିଜୟ ସ୍ୱାଦ ଚାଖିଥିବା ବେଳେ ରାଜସ୍ଥାନ ଏହି ଅପେକ୍ଷାରେ ରହିଛି । ଦିଲ୍ଲର କ୍ରମାଗତ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

Leave A Reply

Your email address will not be published.