ରାୟଗଡା: ସହରରେ ବଡଧରଣର ଚୋରି ୩୦ ଲକ୍ଷ ଟଙ୍କା ସମେତ ୧୦୦ ଗ୍ରାମ ସୂନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ । ରାୟଗଡା ସହରର ରୟତ କୋଲନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି । ଦୁର୍ବୃତମାନେ ସାଇ ଗଣେଶ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ୩୦ ଲକ୍ଷ ଟଙ୍କା ଓ ପ୍ରାୟ ୧୦୦ ଗ୍ରାମ ଓଜନର ସୂନା ଅଳଙ୍କାର ଚୋରି କରି ନେଇଛନ୍ତି। ଗତ ରବିବାର ଦିନ ଗୃହ ମାଲିକ ସପରିବାର ଆନ୍ଧ୍ରପ୍ରଦେଶ ଯାଇଥିଲେ । ଆଜି ସମସ୍ତେ ଫେରିବା ବେଳେ ଘରର ମୁଖ୍ୟ କବାଟ ଭାଙ୍ଗି ଚୋର ମାନେ ଲୁଟ କରିଥିବା ନଜରକୁ ଆସିଥିଲା । ତୁରନ୍ତ ଗଣେଶ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ସନ୍ଧାନି କୁକୁର ସହ ମିଶି ତନାଘନା କରିଛି।
BREAKING NEWS
- IED blast:ସରଣ୍ଡାରେ ଆଇଇଡି ବିସ୍ଫୋରଣ:ଦୁଇ କୋବ୍ରା ଯବାନ ଆହତ
- ରାଜଧାନୀକୁ ବ୍ରାଉନସୁଗର ଚାଲାଣବେଳେ ମାଡି ବସିଲା ପୋଲିସ;୩୭ଲକ୍ଷ ଟଙ୍କାର…
- ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି; ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ଏବଂ ଓଆରଏସ…
- HLCA meeting: ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ, ଢ଼େଙ୍କାନାଳରେ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ…
- OKCLର ବାର୍ଷିକ ଉତ୍ସବ-୨୦୨୬:“ଘରେ ଘରେ ଓଏସ-ସିଆଇଟି – ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା”ଶପଥ ଆହ୍ୱାନ
- ଏ କି ବ୍ୟବସ୍ଥା ? ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର
- ଟି୨୦ ବିଶ୍ୱକପ: ସୁପର ଏଇଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ
- ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ, ୧୨ ଜିଲ୍ଲାରେ ଅଧିକ…
- ଅନୁଗୁଳ ଜଙ୍ଗଲରେ ପିକନିକ, ସାମାଜିକ ସମାବେଶ ମନା
- ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ
Comments are closed.