Latest Odisha News

BREAKING NEWS

Browsing Tag

loot

ଭୁଜାଲି ଦେଖାଇ ଘରୁ ଲୁଟିନେଲେ ସୁନା ଓ ଟଙ୍କା

ସୋର : ଭୁଜାଲି ଦେଖାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମର ମନୋଜ ନାୟକଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ମନୋଜଙ୍କ ପରିବାର ଲୋକେ ଶୋଇବାକୁ ଯିବା ସମୟରେ ୫ ରୁ ୬ ଜଣ…

ବାଇକ୍ ଡିକି ଭାଙ୍ଗି ସଞ୍ଜ ବେଳେ ଲୁଟିନେଲେ ୩୯ ଗ୍ରାମ୍ ସୁନା ଓ ୪୦ ହଜାର ଟଙ୍କା

ଭଦ୍ରକ: ଭଦ୍ରକରେ ଲୁଟେରା ମାତିଛନ୍ତି । ସଞ୍ଜ ନଇଁବା କ୍ଷଣି ଆରମ୍ଭ ହୋଇ ଯାଉଛି ଟାର୍ଗେଟ୍ ଖୋଜା । ସୁଯୋଗ ଦେଖି କ୍ଷଣିକରେ ଲୁଟି ନେଉଛନ୍ତି ସର୍ବସ୍ୱ । ଆଜି ଟାଉନ ଥାନା ଅଧିନ ଚରମ୍ପା ଏସବିଆଇ ଏଟିଏମ୍ ସମ୍ମୁଖରୁ ଲୁଟ୍ ହୋଇଛି । ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୩୮ ଗ୍ରାମର ସୁନା ଅଳଙ୍କାର…

ମହଙ୍ଗା ପଡିଲା ମେଡାଲ ଚୋରି: ପ୍ରବୋଧ ତିର୍କୀଙ୍କ ଘରୁ ଚୋରି କରି ଧରାପଡିଲେ ୫ ଦୁର୍ବୃତ୍ତ

ଭୁବନେଶ୍ୱର:ଅଲମ୍ପିଆନ ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତୀର୍କୀ ଙ୍କ ଘରୁ ଚୋରୀ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗତ ଶନିବାର ରାତିରେ ପ୍ରବୋଧଙ୍କ ଘରେ କଳାକନା ବୁଲାଇଥିଲେ ଦୃବୃତ୍ତ । ଘରର ପଛପଟୁ ତାଲା ଭାଙ୍ଗି ଘରେ ପଶିଥିଲେ ।  ମେଡାଲ ସମେତ ବହୁ ଦାମୀ…

ଡାକ୍ତରଙ୍କ ଘରୁ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବଲାଙ୍ଗୀର: ଡାକ୍ତରଙ୍କ ଘରୁ ଲୁଟ୍‌ ।  ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଶାନ୍ତିପଡ଼ା ନିବାସୀ ଡାକ୍ତର ପୁଷ୍ପରଞ୍ଜନ ମିଶ୍ରଙ୍କ ଘରେ ।  ଡାକ୍ତର ମିଶ୍ର  ତାଙ୍କ ପରିବାର ସହିତ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ । ଡାକ୍ତର ଦମ୍ପତ୍ତିଙ୍କ…

ଡକାୟତି ଅଭିଯୋଗରେ୨ କଲେଜ ଛାତ୍ର ଗିରଫ

ସୁବର୍ଣ୍ଣପୁର : ଧରାପଡ଼ିଲେ ଡକାୟତି ଦଳ  । ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଛକ ଠାରେ ଏକ ବାଲି ବୋଝେଇ ହାଇଓ୍ବାର ଚାଳକ ଓ ହେଲପରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୁଇ ନାବାଳକ ସମେତ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ…

ମହଙ୍ଗା ପଡ଼ିଲା ଡକାୟତି ନାଟକ, ନିଜ ଜାଲରେ ନିଜେ ପଡ଼ିଲେ ଯୁବକ

ନବରଙ୍ଗପୁର : ଡକାୟତିର ମିଛ କାହାଣୀ ରଚି ଜଣେ ଯୁବକ ଗିରଫ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନିଳଗୁଣ୍ଡି ଗାଁରେ ଘଟିଛି । ସୁଶାନ୍ତ  ହିୟାଲଙ୍କ ପୁଅ ରୁପନ୍ତ ହିୟାଲ ଦଶହରାପଦା ନିକଟରେ ତିନି ଜଣ ଦୁବୃତ୍ତ ତାଙ୍କ ଠାରୁ ମୋଟର ସାଇକଲ , ମୋବାଇଲ ଫୋନ ସହ ୨୭…

କାର କାଚ ଭାଙ୍ଗି ଲୁଟୁଥିଲେ, ଧରାପଡ଼ିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା ।ସ୍ପେଶାଲ ସ୍କ୍ୱ ଡ଼ ହାତରେ ଧରା ପଡ଼ିଛନ୍ତି ଗାଡି କାଚ ଭଙ୍ଗା ଗ୍ୟାଙ୍ଗ । ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ ଓଡିଶା, ବିହାର, ତାମିଲନାଗୁ ଆଦି ରାଜ୍ୟରେ ଆତଙ୍କ ଖେଳାଇ ଦେଇଛନ୍ତି । ଏମାନେ ବୁଲି ଚୋରି କରନ୍ତି । ଏହି ଇଣ୍ଟରଷ୍ଟେଟ…

ମୋ ବସ୍ ଭିତରୁ ୪୨ ହଜାର ଟଙ୍କା ଚୋରି; ଥାନାରେ ଏତଲା

ଭୁବନେଶ୍ୱର : ଚୋରଙ୍କ ଟାର୍ଗେଟରେ ମୋ ବସ୍ ଯାତ୍ରୀ । ରାଜଧାନୀରେ ପୁଣି ମୋ ବସ୍ ରୁ ଚୋରି। ଲୁଟ୍ ର ଶିକାର ହୋଇଛନ୍ତି ଏକ ଦମ୍ପତ୍ତି । ବିରଞ୍ଚି ସେଠୀ ତାଙ୍କ ପତ୍ନୀଙ୍କ ସହିତ ମୋ ବସ୍ ରେ ଯାଉଥିବା ବେଳେ ଚୋର କୌଶଳକ୍ରମେ ପର୍ସ ନେଇଯାଇଛି । ପର୍ସରେ ୪୨ ହଜାର ଟଙ୍କା ଥିବା କଥା ବିରଞ୍ଚି…

ଲୁଟ୍‌ ବେଳେ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ

ସାଲେପୁର: ନେମାଳ ଲେଣ୍ଡର ଭଗବାନପୁରରେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ  । ଲୁଟ ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି  ।  ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର ନେମାଳ ଲେଣ୍ଡର ଭଗବାନପୁର ଗାଁରେ ଜଣକ ଘରେ ପଶି…

ଫୁଲ ତୋଳିବା ବାହାନାରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲା ଦୁର୍ବୁତ୍ତ  

ଗଜପତି : ପାରଳାଖେମୁଣ୍ଡି ଚିତ୍ରକର ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଘର ବାରିକୁ ଫୁଲ ତୋଳିବା ବାହାନାରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ । ଆଜି ଭୋରୁ ଉକ୍ତ ସାହିର  ଦିବ୍ୟାଙ୍ଗ ଯୁବତୀ ସୁଜାତା ପାଣିଗ୍ରାହୀ ଘର ବାରି ବାଥରୁମକୁ ଯିବା ସମୟରେ ଜଣେ ଅଜଣା ଯୁବକ…