Latest Odisha News

BREAKING NEWS

ସାମ୍ବାଦିକ,ପର୍ବତାରୋହିଙ୍କ ବାଇକ ଯାତ୍ରା

ବରଗଡ଼ : ସଚେତନତା ସୃଷ୍ଟି କରୁଥିବା ବାଇକ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା । ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀରୁ ଲେହ ଲଦାକ୍ ଯାତ୍ରା କରିଥିବା ଦୁଇ ଜଣିଆ ମୋଟର ସାଇକେଲ ଯାତ୍ରୀ ଦଳଙ୍କୁ ବରଗଡ଼ ମା ସମଲେଇ ମନ୍ଦିର ଠାରେ ସମ୍ବର୍ଦ୍ଧନା ଦିଆଯାଇଛି।

ସେମାନେ ବରଗଡ଼ରେ ପହଁଚିବା ପରେ ବରଗଡ଼ ବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲ।। ଏହି ଯାତ୍ରୀ ଦଳରେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର ଏବଂ ପର୍ବତାରୋହି ମିତ୍ରଭାନୁ ନାୟକ ଅଛନ୍ତି।

Leave A Reply

Your email address will not be published.