Latest Odisha News

ଅବସରପ୍ରାପ୍ତ ଓଡିଆ ଆଇଏଏସ୍ ଅଧୀକାରୀ ଅଶୋକ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ୧୯୭୧ ବ୍ୟାଚ ହିମାଚଳପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଅଧିକାରୀ ଅଶୋକ ମହାପାତ୍ରଙ୍କ ଶୁକ୍ରବାର ଦିନ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଓଡିଶାରେ ଜନ୍ମିତ ଏହି ଅଧିକାରୀ ଜଣକ ୨୦୦୮ ମସିହାରେ ସିପିଂ ଓ ସଡକ ପରିବହନ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.