Latest Odisha News

BREAKING NEWS

ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର, ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର। ଆରଆଇ ପରୀକ୍ଷାରେ ସର୍ଭର ଡାଉନ୍ ହେବାର ଅଭିଯୋଗ ଆସିଛି। ସର୍ଭର ଡାଉନ୍ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, କିନ୍ତୁ ଛାତ୍ରଛାତ୍ରୀ ୮.୪୫ରେ ଭିତରକୁ ଗଲେ।

ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ୍ ହୋଇଥିବା ଅଭିଯୋଗ ଆସିଛି। ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ଦେଖାଯାଇଛି। ସେହିପରି ନୟାପଲ୍ଲୀ, ମଞ୍ଚେଶ୍ୱର, ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ମଧ୍ୟ ସମସ୍ୟା ଦେଖାଯାଇଛି।

Comments are closed.