Latest Odisha News

BREAKING NEWS

ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ସୋମବାର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଶୃଙ୍ଖଳିତ ଦଳ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଷ୍ଟିଭ ସ୍ମିଥଙ୍କ ସ୍ଥାନରେ ସେ ଏବେ ଦଳର ନେତୃତ୍ୱ ଭାର ସମ୍ଭାଳିଛନ୍ତି ।

ଉଭୟ ଦଳ ମଧ୍ୟରେ ୨୧ ମ୍ୟାଚ ଖେଳାଯାଇଛି । ରାଜସ୍ଥାନ ୧୨ ଏବଂ ପଞ୍ଜାବ ୯ ମ୍ୟାଚରେ ବିଜୟ ହାସଲ କରିଛି । କାଗଜ କଲମରେ ରାଜସ୍ଥାନ ପଲା କିଛି ମାତ୍ରାରେ ଭାରୀ ରହିଛି ।

Leave A Reply

Your email address will not be published.