ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ଏବଂ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ‘ଆରଆରଆର’ ବକ୍ସ ଅଫିସରେ ସଂଘର୍ଷ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଗଙ୍ଗୁବାଇ କାଠିଆୱାଡି ଫିଲ୍ମର ରିଲିଜ୍ ତାରିଖକୁ ବଢାଇ ଦିଆଯାଇଛି।
ବାସ୍ତବରେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ଏବଂ ଆରଆରଆରରେ ଏକାସାଙ୍ଗେ ରିଲିଜ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଗଙ୍ଗୁବାଇ କାଠିଆୱାଡିର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଗଙ୍ଗୁବାଇ କାଠିଆୱାଡିରେ ୬ ଜାନୁୟାରୀ ୨୦୨୨ ମୁକ୍ତିଲାଭ କରିଥାନ୍ତା। ୭ ଜାନୁୟାରୀ ଆର୍ଆର୍ଆର୍ ମୁକ୍ତିଲାଭ କରିବାର ଯୋଜନା ଥିଲା। ତେବେ, ଗଙ୍ଗୁବାଇ କାଠିଆୱାଡିର ରିଲିଜ ଡେଟ୍ ୧୮ ଫେବୃଆରୀକୁ ଘୁଞ୍ଚାଇ ଦିଆଯାଇଛି। ଯେଉଁଥିପାଇଁ ଉଭୟ ଚଳଚ୍ଚିତ୍ରର ରୋଜଗାରରେ ପ୍ରଭାବିତ ନ ହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
Comments are closed.