Latest Odisha News

BREAKING NEWS

ପ୍ରକାଶ ପାଇଲା ଆର୍‌ଆର୍‌ଆର୍‌ ରିଲିଜ ଡେଟ୍

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ୍ ଏସ୍‌ ରାଜା ମୌଲିଙ୍କ ବିଗ୍‌ ବଜେଟ୍‌ ତଥା ବହୁ ପ୍ରତିକ୍ଷୀତ ମୁଭି ଆରଆରଆରର ରିଲିଜ୍‌ ଡେଟ୍‌ ପ୍ରକାଶ ପାଇଛି।

ଏହି ପିରିୟଡ୍ ଡ୍ରାମା ମୁଖ୍ୟ ଭୂମିକାରେ ଜୁନିୟର୍‌ ଏନ୍‌ଟିଆର୍‌, ରାମ ଚରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ହିଟ୍‌ ମୁଭି ବାହୁବଲୀର ବଡ଼ ସଫଳତା ପରେ ରାଜାମୌଲିଙ୍କର ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଲାଗିରହିଛି।

Leave A Reply

Your email address will not be published.