Latest Odisha News

BREAKING NEWS

Browsing Tag

GST Fraud

ଜିଏସଟି ଠକେଇର ପର୍ଦ୍ଦାଫାସ, ୨ ମାଷ୍ଟର ମାଇଣ୍ଡ ଗିରଫ

କଟକ : ରାଜ୍ୟରେ ପୁଣି ଏକ ବଡ଼ ଧରଣର ଠକେଇର ପର୍ଦାଫାସ । ଜାଲ୍ ବିଲ୍ କରି ଇନପୁଟ୍ ସବସିଡ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ରାଜ୍ୟ ସିଟି ଓ ଜିଏସଟି ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ ଓ ଅନ୍ୟ ଜଣେ ବ୍ୟବସାୟୀ ସତ୍ୟନ୍ଦ୍ର ଯାଦବ । ଏହି…

ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍, ଧରାପଡ଼ିଲା ଅଭିଯୁକ୍ତ

କଟକ : ଜିଏସଟି ବିଭାଗ ହାତରେ ଜାଲ୍ ବିଲ୍ ରାକେଟ୍ । ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ଜିଏସଟି ବିଭାଗ । ଏଥିସହ ଫେକ୍ କମ୍ପାନୀ କରିଥିବା ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ ଗିରଫ କରିଛି ସିଟି ଜିଏସଟି ବିଭାଗ । ଏନେଇ ସାମ୍ବାଦିକ…

ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସଟି ଠକେଇ ନେଇ ନୋଟିସ୍

ରାଉରକେଲା: ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଘଟେଶ୍ବରଙ୍କ ନାଁରେ ଅଭିଯୋଗ ହୋଇଛି । ଜିଏସଟି…

ଜିଏସଟି ଠକେଇ ଅଭିଯୋଗରେ କଟକରୁ ବନ୍ଧା ହେଲେ ୩ ଜଣ

କଟକ: ପୁଣି ବଡ଼ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । କୋଟି କୋଟି ଟଙ୍କା ଟିକସ ଫାଙ୍କିବାକୁ ଫନ୍ଦି କରୁଥିଲେ । ଧରାପଡ଼ିଲେ ଓ ଜେଲ୍ ଗଲେ । ଜିଏସଟି ଠକେଇ ଅଭିଯୋଗରେ କଟକ ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । କୋର୍ଟରେ ହାଜରେ ପରେ ସେମାନଙ୍କୁ ଜେଲ ପଠାଇ…

ପାନ ଦୋକାନୀ ନାଁରେ ଶହେ କୋଟିର ଜିଏସଟି ଠକେଇ

ରାଉରକେଲା: ପୁଣି ରାଉରକେଲାରୁ ସାମନାକୁ ଆସିଛି ବଡ଼ ଧରଣର ଜିଏସଟି ଠକେଇ। ଜଣେ ପାନ ଦୋକାନୀଙ୍କ ନାଣରେ ଶହେ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି । ରାଉରକେଲା କୋଏଲନଗରର ଜଣେ ପାନ ଦୋକାନୀ କାର୍ତ୍ତିକ କମିଲାଙ୍କୁ ପାଖକୁ ଆସିଛି ୧୦୯ କୋଟି ଟଙ୍କା ଜିଏସଟି ଠକେଇ ନୋଟିସ। ପାନ…

ଡେଲିଭରି ବୟ ନାଁରେ ୧୦ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା: ଜଣେ ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଏଭଳି ଅଭିଯୋଗ ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରି ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି ।

ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ଜଣେ ଡ୍ରାଇଭରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ତେବେ ହାଜାରେ କି ଲକ୍ଷେ ନୁହେଁ ଏକାଥରକେ ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ ଜିଏସ୍‌ଟି…

ରାଉରକେଲାରେ ୧୨ କୋଟିର ଜିଏସଟି ଠକେଇ

ରାଉରକେଲା: ଓଡ଼ିଶାରେ ପୁଣି ଥରେ ସାମନାକୁ ଆସିଛି ଏକ ବଡ଼ ଧରଣର ଜିଏସଟି ଠକେଇ । ରାଉରକେଲାରେ ୧୨ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ନେଇ ଅଭିଯୋଗ ହୋଇଛି । ନିର୍ମାଣ ଶ୍ରମିକଙ୍କ ନାଁରେ ଜାଲ୍ କାଗଜପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲି ଏହି ଠକେଇ ହୋଇଛି । ଜାଲ୍ ଆକାଉଣ୍ଟ ଅର୍ବାନ…