Latest Odisha News

ମହାକାଶରୁ ଖସିଲା ରୁଷର ରକେଟ

ମସ୍କୋ: ମହାକାଶକୁ ଉପଗ୍ରହ ଉତପେକ୍ଷଣ କରୁଥିବା ରୁଷିଆର ଏକ ରକେଟ ସୋମବାର ଖସି ପଡିଛି । ଦୀର୍ଘ ୯ ବର୍ଷ ହେବ ଏହି ରକେଟ ତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲା । ୨୦୧୧ରେ ଫ୍ରେଗେଟ ଏସବି ନାମକ ଏହି ଅପରଷ୍ଟେଜ ରକେଟ ଥିଲା । ଏହା ସ୍ପେକଟରଆର ସାଟେଲାଇଟକୁ ମହାକାଶ ପଠାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

BjdElectrycity

ବର୍ତମାନ ଖଣ୍ଡବିଖଣ୍ଡିତ ଅଂଶ ପୃଥିବୀ ଉପରେ ଆବର୍ଜନା ଭାବେ ପଡି ରହିଛି । ୨୦୧୯ରେ ଏହା ଆବଶ୍ୟକ ମୁତାବକ ସୂଚନା ଦେବା ବନ୍ଦ କରି ଦେଇଥିଲା । ଏହାକୁ ସାମୟିକ ଭାବେ ଡେଡ୍ ଘୋଷଣା କରାଯାଇଥିଲା । ରୁଷିଆ ସ୍ପେଶ ଏଜେନ୍ସି ମଧ୍ୟ ଏହି ରକେଟ ଖସି ପଡିବା ନେଇ ସୂଚନା ଦେଇଛି ।

Leave A Reply

Your email address will not be published.