ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୂତାଣୁ ଭୟ । ଏହି କ୍ରମରେ ଓଡ଼ିଶାରେ ମଧ୍ୟ କରୋନାକୁ ନେଇ ରାଜ୍ୟ ସରକାର ସଚେତନ ହୋଇଛନ୍ତି । ଏନେଇ ସଚେତନ କରିବାକୁ ଆଜି ସ୍କୁଲ ବୁଲିଛନ୍ତି ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ବାଂଟିଛନ୍ତି ପେପର୍ ସାବୁନ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି କ୍ୟାପିଟାଲ ହାଇସ୍କୁଲ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କୁ ପେପର୍ ସୋପ୍ ଷ୍ଟ୍ରିପ ଓ ମାସ୍କ ବାଂଟିଛନ୍ତି ।
ଏନ୍ଜିଓ ଆଫୋର୍ଡ ସହାୟତାରେ ଏହା ବଂଟନ କରାଯାଇଛି । ପ୍ରଥମ କରି ଏହି ପେପର ସାବୁନ ଷ୍ଟ୍ରିପକୁ କ୍ୟାପିଟାଲ ହସ୍ପିଟାଲରେ ବଂଟନ କରାଯାଇଛି । ଆଗକୁ ରାଜ୍ୟର ଅନ୍ୟ ସ୍କୁଲରେ ଏହାକୁ ବଂଟନ କରାଯିବ । ସ୍ୱଚ୍ଛତା ଅବଲମ୍ବନ କଲେ କରୋନାର ମୁକାବିଲା କରିହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ରାଜ୍ୟ ସକରକାରଙ୍କ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ଅଧିକ ସଚେତନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।
BREAKING NEWS
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
- ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ
- BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…
- ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା
- ତେହେରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୧୦ ଇରାନୀ ଲ୍ୟାଣ୍ଡମାଇନ୍ ନଷ୍ଟ କଲା ଆମେରିକା
- Special flights to the Middle East: ଘରକୁ ଫେରିବେ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଭାରତୀୟ, ଆଜିଠୁ ପୁଣି ଆରମ୍ଭ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନ ସହିତ କଥା ହେଲେ ଜୟଶଙ୍କର
- US-Iran clash soars in Strait of Hormuz: ସମୁଦ୍ରରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ହର୍ମୁଜରେ ପ୍ରଣାଳୀରେ ମାଇନ୍ ବିଛାଉଛି ଇରାନ? କଡ଼ା ଚେତାବନୀ ଦେଲେ ଟ୍ରମ୍ପ
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ଆଶଙ୍କା
Comments are closed.