Latest Odisha News

BREAKING NEWS

ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ

ନୂଆପଡା: ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନୁଟମାଲ ଗ୍ରାମର ଚନ୍ଦ୍ରକାନ୍ତୀ ଶବର । ସୋମବାର ରାତିରେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଖଡିଆଳ ମେଡିକାଲ ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ଖଡିଆଳ ବ୍ଲକ୍ ଅରେଡା ଗ୍ରାମ ପଞ୍ଚାୟତ ପାଇଁ ସମିତି ସଭ୍ୟା ପ୍ରାର୍ଥିନୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଚନ୍ଦ୍ରକାନ୍ତି ।

Comments are closed, but trackbacks and pingbacks are open.