Latest Odisha News

ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ

ପୁରୀ : ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି | ସେ ତାଙ୍କ ବାଲୁକା ଆନିମେସନରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ରଣ କରିଛନ୍ତି | ତା ସହିତ ବିଶ୍ୱ ପ୍ରସିଦ୍ଧ ରଥ ମାନଙ୍କର ଚିତ୍ର କରିଛନ୍ତି |

ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଜଗନ୍ନାଥ ପ୍ରେମୀ ମାନଙ୍କୁ ରଥଯାତ୍ରାର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି | ଏହି ବାଲୁକା ଆନିମେସନ ପ୍ରସ୍ତୁତ କରିବା ପାଇଁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା |

 

Leave A Reply

Your email address will not be published.