Latest Odisha News
Browsing Tag

Puri Beach

ଶ୍ରୀକ୍ଷେତ୍ର ବେଳାଭୂମିରୁ ଅଢ଼େଇ ବର୍ଷର ରାଧାକୁ ଅପହରଣ ଅଭିଯୋଗ, ୧୩ ଦିନ ପରେ ବି ମିଳୁନି ପତ୍ତା

ପୁରୀ: ଅଢ଼େଇ ବର୍ଷର ରାଧା । ହସଖୁସିରେ ବାପାମାଆଙ୍କ ପଇଡ଼ ଠେଲା ପାଖରେ ଖେଳୁଥିଲା । ସବୁଦିନ ଭଳି ଝିଅକୁ ପାଖରେ ବସାଇ ପଇଡ଼ ବିକ୍ରିରେ ବ୍ୟସ୍ତ ଥିଲେ ବାପା ସଞ୍ଜୟ ଓ ମାଆ ସସ୍ମିତା । ଗ୍ରାହକଙ୍କୁ ଭଲ ପାଣି ଥିବା ପଇଡ଼ ଖୋଜି ଦେଉଥିଲେ ସଞ୍ଜୟ । ଆଉ ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ…

ବାଲୁକା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଅଭିନନ୍ଦନ

ପୁରୀ : ବାଲୁକାରେ ସାନ୍ତା କ୍ଲଜ୍ । ଆଉ ଖ୍ରୀଷ୍ଟମାସର ଅଭିନନ୍ଦନ । ଶିଳ୍ପୀ ମାନସ କୁମାର ସାହୁଙ୍କ କଳାକୃତି । ବାଲିରେ ହସୁଛନ୍ତି ସାନ୍ତା କ୍ଲଜ୍ । ବିଶ୍ୱରେ ଯୁଦ୍ଧରେ ମାହୋଲ୍ । ଏପରିସ୍ଥିତିରେ ସାନ୍ତା ବିଶ୍ୱ ଶାନ୍ତିର ବାର୍ତ୍ତା ଦେବାକୁ ଆସିଛନ୍ତି । ପୁରୀ ଲାଇଟ୍ ହାଉସ ସମୁଦ୍ରକୂଳରେ…

ସମୁଦ୍ର କୂଳରୁ ୪୦ ଫୁଟ୍ ଲମ୍ବ ବିଶାଳକାୟ ତିମିର ମୃତଦେହ ଉଦ୍ଧାର

ପୁରୀ: ସମୁଦ୍ର କୂଳରୁ ବିଶାଳକାୟ ତିମିର ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଥିଲା ଏହି ବିଶାଳକାୟ ତିମି ମାଛ । ତାର ମୃତ୍ୟୁ ହୋଇଥିବା ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଏସିଏଫ୍ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଗତକାଲି…

ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର

ପୁରୀ: ବେଳାଭୂମି ନିକଟରେ ଅଭାବନୀୟ ଦୃଶ୍ୟ । ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର । ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ ଭଙ୍ଗା ଘରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ବ୍ୟାଗ ଭିତରେ ନବଜାତର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ମିଳିଥିବା ସୂଚନା…

କାବୁଲ ଏୟାରପୋର୍ଟ ବିସ୍ଫୋରଣରେ ମୃତକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: କାବୁଲ ଏୟାରପୋର୍ଟରେ ବିସ୍ଫରୋଣରେ ଶତାଧିକ ମୃତ୍ୟୁବରଣ କରିଛନ୍ତି  । ପୁରୀ ବେଳାଭୂମିରେ ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ଏହି ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି  । ପୃଥିବୀରେ ସମସ୍ତ ହିଂସା ଛାଡି…

ବାଲୁକା କଳାରେ ନୂବବର୍ଷର ଶୁଭେଚ୍ଛା

ପୁରୀ: ଆସିଛି ନୂଆବର୍ଷ ୨୦୨୧ । ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା । ପୁରୀ ବେଳାଭୂମିରେ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ଏହାସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।…

‘ମୋ ଧାମ ମୋ ଗର୍ବ’ ଉଦଯାପିତ, ସହରକୁ ସ୍ୱଚ୍ଛ ରଖିବାକୁ ଶପଥ ନେଲେ ପୁରୀବାସୀ

ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ସଚେତନତା ଧର୍ମୀ ଅଭିଯାନ "ମୋ ଧାମ ମୋ ଗର୍ବ" ଆଜି ଉଦଯାପିତ ହୋଇଛି । ବ୍ଲୁ ପ୍ଳାଗ ବିଚରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,…

ବାଲୁକା କଳାରେ ପ୍ଲାଜମା ଦାନ ପାଇଁ ଅପିଲ୍

ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକା କଳା ନିର୍ମାଣ କରି ସୁଦର୍ଶନ ଲେଖିଛନ୍ତି, ପ୍ଲାଜମା ଦାନ…