ହିସାର: ଲୋକପ୍ରିୟତାର ଶିଖରରେ ଥିବା ହରିୟାଣାର ଡ୍ୟାନ୍ସି କୁଇନ ସପନା ଚୌଧୁରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସପନା ଇତି ମଧ୍ୟରେ ନିର୍ବନ୍ଧ ମଧ୍ୟ କରିସାରିଲେଣି । ତାଙ୍କ ମନର ମଣିଷ ନେଇ ସେ ମୁହଁ ଖୋଲି ନ ଥିଲେ ମଧ୍ୟ ହରିୟାଣା ଫିଲ୍ମର ସୁପରଷ୍ଟାର ବୀର ସାହୁଙ୍କୁ ସେ ବିବାହ କରିବେ ।
ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଭଲ ସମ୍ପର୍କ ରହିଛି ବୋଲି ଖବର ପ୍ରକାଶ ପାଇଛି । ବୀର ସାହୁ ଏକ ଜାଟ ପରିବାରରୁ ଆସିଛନ୍ତି । ସେ ଗାୟକ, ଲେଖକ ଓ କଳାକାର ଅଟନ୍ତି । ଥଡ୍ଡୀ ବଡ୍ଡୀ, ଗାନ୍ଧୀ ଫିର ଆ ଗୟା ଓ ଖଳନାୟକ ପରି ସଫଳ ଫିଲ୍ମରେ ସେ ଅଭିନୟ କରିଛନ୍ତି ।
BREAKING NEWS
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
- ସେୟାର୍ ବଜାର୍ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
- ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ପେଟ୍ରୋଲ ପମ୍ପରେ PUCC ଅନିବାର୍ଯ୍ୟ
- ଆଜି ସରିବ ମାଟ୍ରିକ ଖାତାଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ
- ମହାରାଷ୍ଟ୍ରର ଭୟଙ୍କର ଦୁର୍ଘଟଣା, ୮ ମହିଳା ମୃତ
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
Comments are closed.