ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଇନଷ୍ଟାଗ୍ରାମରେ ନିଜ ଫ୍ୟାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସବାନା ଆଜମୀ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ ଘରେ ଆଇସୋଲେସନରେ ଅଛନ୍ତି ।
ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ସବାନା ଆଜମୀ । ଏହାପରେ ବହୁ ବଲିଉଡ୍ ଷ୍ଟାର, ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଗଣିତ ଫ୍ୟାନ୍ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛନ୍ତି ।
BREAKING NEWS
- “ମୁଁ ନିଶ୍ଚିତ ଯେ କୋଭିଡ୍ ସମୟ ପରି, ଆମେ ଏହି ସଙ୍କଟକୁ ମଧ୍ୟ ଦୂର କରିବୁ”; ମଧ୍ୟପ୍ରାଚ୍ୟ ପରିସ୍ଥିତିକୁ ନେଇ କହିଲେ ପିଏମ୍
- Iran’s new supreme leader: ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ପ୍ରଥମ ବୟାନ: ‘ହୋର୍ମୁଜ୍ ବନ୍ଦ ରହିବ,ପ୍ରତିଟି ମୃତ୍ୟୁର ପ୍ରତିଶୋଧ ନେବୁ’
- ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ;୨ ଦୋଷୀଙ୍କୁ ଆଜୀବନ ଜେଲ୍
- ୧୭୦ ଟଙ୍କାର ଲୋଭ ଦେଖାଇ ସୁନା ଓ ଲକ୍ଷେରୁ ଉର୍ଦ୍ଧ ଟଙ୍କା ଲୁଟ
- ପୋଲିସ୍ ପକ୍ଷରୁ ଯୌନ ନିର୍ଯାତନା ବିଷୟରେ ଛାତ୍ରୀଛାତ୍ରଙ୍କୁ ବିଶେଷ ତାଲିମ୍
- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଯାବତ୍ ପ୍ରାଣ ହରାଇଛନ୍ତି ୩ ଭାରତୀୟ, ଜଣେ ନିଖୋଜ: ବୈଦେଶିକ ମନ୍ତ୍ରାଳୟ
- ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍
- ଯୁବରାଜଙ୍କଠାରୁ ପାୱାର ହିଟିଂ ଶିଖୁଛନ୍ତି ରିଷଭ ପନ୍ତ
- ବିଜେପି ନେତାଙ୍କ ଭାଗିଦାରୀରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଚାଲିଛି: ବିଜେଡି
- Damage Gas Pipeline: ପାକିସ୍ତାନକୁ ବଡ ଝଟକା; ତେଲ ସଙ୍କଟ ବେଳେ ଗ୍ୟାସ ପାଇପଲାଇନକୁ ଉଡ଼ାଇ ଦେଲେ…
Comments are closed.