Latest Odisha News

ଶାହରୁଖଙ୍କ ମ୍ୟାନେଜର ପୁଜାଙ୍କୁ ପୋଲିସର ସମନ ଜାରି

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ୟନ୍‌ ଖାନ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ସମନ ଜାରି କରିଛି।

ଅଭିନେତା ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନିଙ୍କୁ ଦ୍ୱିତୀୟ ଡାକରା ଦିଆଯାଇଥିଲା ଯେଉଁଥିରେ ସେ ଅଧିକ ସମୟ ମାଗିଥିଲେ। ବର୍ତ୍ତମାନ, ଏକ ତୃତୀୟ ଥର ପାଇଁ ମଧ୍ୟ ତାଙ୍କୁ ସମନ ଜାରି କରାଯାଇପାରେ। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

Comments are closed.