Latest Odisha News

BREAKING NEWS

Browsing Tag

Doordarshan

୬୧ବର୍ଷରେ ଦୂରଦର୍ଶନ

ନୂଆଦିଲ୍ଲୀ: ଆଜି ଦୂରଦର୍ଶନକୁ ପୂରିଛି ୬୧ ବର୍ଷ । ୧୯୫୯ ମସିହା ଆଜିର ଦିନରେ ମନୋରଂଜନ ଓ ଖବରର ନୂଆ ଧାରା ଆରମ୍ଭ ହୋଇଥିଲା । ସେତେବେଳେ ଯଦିଓ ଟିଭିଟିଏ କିଣିବାର ସମ୍ବଳ ଲୋକଙ୍କର ନ ଥିଲା । କିନ୍ତୁ ଏହାକୁ ଦେଖିବା ପାଇଁ ବେଶ୍ ଆଗ୍ରହ ପରିଲକ୍ଷିତ ହେଉଥିଲା । ସାଇ ପଡିଶାରେ କାହା ଘରେ…

ଦୂରଦର୍ଶନ ସମେତ ଅନ୍ୟ ଘରୋଇ ଚ୍ୟାନେଲରେ ହେବ ରଥଯାତ୍ରା ସିଧାପ୍ରସାରଣ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମଙ୍ଗଳବାର ଦିନଠାରୁ କଟକଣାଯୁକ୍ତ ଭକ୍ତଙ୍କ ବିନା  ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ଟିଭି ମାଧ୍ୟମରେ ପ୍ରସାରଣ କରିବାକୁ କେନ୍ଦ୍ର ସରକାରର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏକ ଟ୍ୱିଟ୍ ମାଧ୍ୟମରେ…

ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର: ଆଉ ଦିନକ ପରେ ବଡଠାକୁରଙ୍କ ସ୍ନାନଯାତ୍ରା । ତେବେ ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଝିଡା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପରିବେନି । ଦୂରଦର୍ଶନରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ହେବ ସିଧାପ୍ରସାରଣ । ଘରେ ବସି ଭକ୍ତ ଦେଖିବେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ।…

ତରଙ୍ଗରେ ଆରମ୍ଭ ହୋଇଛି ପୌରାଣିକ କଥାବସ୍ତୁ ଆଧାରିତ ସିରିଏଲ ‘ଶ୍ରୀଜଗନ୍ନାଥ’

ଭୁବନେଶ୍ୱର: ଦୂରଦର୍ଶନ ଓ ଡିଡି ଭାରତୀରେ ପୌରାଣିକ କଥାବସ୍ତୁ ଆଧାରିତ ରାମାୟଣ ଓ ମହାଭାରତ ଆରମ୍ଭ ହୋଇଥିବା ବେଳେ ଲୋକପ୍ରିୟ ଚ୍ୟାନେଲ ତରଙ୍ଗରେ ସୋମବାରଠାରୁ ଆରମ୍ଭ ହୋଇଛି ‘ଶ୍ରୀଜଗନ୍ନାଥ’ । ପ୍ରତିଦିନ ସକାଳ ୯ଟାରେ ଏହା ପ୍ରସାରିତ ହେଉଛି । ଏ ନେଇ ତରଙ୍ଗ ଚ୍ୟାନେଲ ପକ୍ଷରୁ…

କାଲିଠୁ ଆରମ୍ଭ ହେବ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’

ରାମାୟଣ ଓ ମହାଭାରତ ଦେଖି ସମସ୍ତେ ନିଜ ପିଲାଦିନ କଥା ମନେ ପକାଉଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’ । ନବେ ଦଶକର ସୁପରହିରୋ ଶକ୍ତିମାନ ସିରିଏଲ ପୁଣି ଥରେ ପ୍ରସାରିତ ହେବାକୁ ଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ…

ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତନନ୍ଦଙ୍କୁ ମିଳିଲା ରାମନାଥ ଗୋଏଙ୍କା ଆୱାର୍ଡ

ନୂଆଦିଲ୍ଲୀ: ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତନନ୍ଦ ସାହୁଙ୍କୁ ସୋମବାର ଦିନ ମରଣୋନ୍ତର ରିପୋଟିଂ ପାଇଁ ‘ରାମନାଥ ଗୋଏଙ୍କା ଏକ୍ସିଲେନ୍ସି ଇନ୍ ଜର୍ଣ୍ଣାଲିଜିମରେ ସମ୍ମାନିତ କରାଯାଇଛି । ୨୦୧୮ ମସିହା ଲାଗି ସାମ୍ବାଦିକତାରେ ଉତ୍କୃଷ୍ଟ କାର୍ଯ୍ୟ…