ମହାରାଷ୍ଟ୍ର: ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ସଂକଟକୁ ନେଇ ଶିବସେନା ପ୍ରତିକ୍ରିୟା ପ୍ରକାଶ କରିଛି । ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ କାମ ଦେବନି ବୋଲି କହିଛି ଶିବସେନା ।
ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଯେ, ମଧ୍ୟପ୍ରଦେଶ ଭାଇରସ୍ ମହାରାଷ୍ଟ୍ରକୁ ଆସିବା ସମ୍ଭାବନା ନାହିଁ । ଏନେଇ ମହାରାଷ୍ଟ୍ର ସରକାର ଆଶ୍ୱସ୍ତ ରହିବା ଆବଶ୍ୟକ । ରାଜ୍ୟରେ ସରକାର ଗଠନ ପୂର୍ବରୁ ବିଜେପି ସଂକଟ ଜନକ ସ୍ଥିତି ସୃଷ୍ଟି କରିଥିଲା । ତେବେ ଏହା ପୂର୍ବରୁ ଏକ ବାଇପାସ୍ ସର୍ଜରୀ କରି ଶିବସେନା ସରକାରଙ୍କ ପାଇଁ ରାସ୍ତା କ୍ଲିଅର କରାଯାଇଥିବା କହିଛନ୍ତି ସଂଜୟ ।
BREAKING NEWS
- ନିଶାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ; ପୋଲିସ ନିଜ ଆଡୁ ରୁଜୁ କରିଥିଲା ମାମଲା
- ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଅଭୟାରଣ୍ୟ
- Priyanka Chopra to Return Bollywood: ପୁଣି ବଲିଉଡକୁ ଫେରୁଛନ୍ତି ପିସି! ପରଦାରେ ପ୍ରିୟଙ୍କା-ହ୍ରିତିକ ଯୋଡି, ଏହି ସିନେମାରେ ଆସିବେ ନଜର…
- କୋର୍ଟକୁ ବୋମା ଧମକ ଆସିବା ପରେ..
- ପୁଣି ଫସିଲେ ତୁଳସୀ ମାଲିକ ନାଣ୍ଡୁ ବାବୁ
- ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଯୋଗଦାନ
- ନମାଜ ସମୟରେ ଇସଲାମାବାଦ ମସଜିଦରେ ବିସ୍ଫୋରଣ; ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୭୦ରୁ ଅଧିକ ଆହତ
- US To Invest Pak’s Mine Gold: ପାକିସ୍ତାନ ଉପରେ ଟ୍ରମ୍ପଙ୍କ ଲୋଲୁପ ଦୃଷ୍ଟି!
- ପ୍ରେସର ନୁହେଁ, ପେସେନ୍ସ ରଖି ପାଠପଢନ୍ତୁ: ମୁଖ୍ୟମନ୍ତ୍ରୀ
- ସ୍କୁଲ ୟୁନିଫର୍ମ ବଣ୍ଟନ ନେଇ ଓସେପାର କଡ଼ା ନିର୍ଦ୍ଦେଶ: ଖୁବଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
Comments are closed.