Latest Odisha News

BREAKING NEWS

ରୋହନ ଶ୍ରେଷ୍ଟାଙ୍କ ସହ ବିବାହ ଗୁଜବକୁ ନେଇ ଏମିତି କହିଲେ ଶ୍ରଦ୍ଧା

ନୂଆଦିଲ୍ଲୀ: ଅଭିନେତା ଶ୍ରଦ୍ଧା କପୁର ତାଙ୍କ ବିବାହର ଗୁଜବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିବା ପରେ ଶ୍ରଦ୍ଧାଙ୍କୁ ଶୀଘ୍ର ବିବାହ ସମ୍ଭାବନା ବିଷୟରେ ପଚରାଯାଇଥିଲା।

ତେବେ ସୂଚନା ଅନଯାୟୀ ଫଟୋଗ୍ରାଫର ରୋହନ ଶ୍ରେଷ୍ଟା ଏବଂ ଶ୍ରଦ୍ଧା ଦୁହେଁ ଦୁହିଁଙ୍କୁ ଡେଟିଂ କରୁଛନ୍ତି। ତେବେ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ଯେ ଖୁବ୍‌ ଶୀଘ୍ର ଶ୍ରଦ୍ଧା ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ତେବେ ଅଭିନେତା ବରୁଣ ଧାୱନ କହିଥିଲେ ଯେ ଏହି ଲାଇନ୍‌ରେ ଆଗାମୀ ପାଳି ରହିଛି ରୋହନଙ୍କର ଏହାପରଠୁ ଶ୍ରଦ୍ଧା ଏବଂ ରୋହନଙ୍କ ବିବାହ ଖବରକୁ ନେଇ ଗୁଜବ ସୃଷ୍ଟି ହୋଇଛି। ତେବେ ଏହାର ପ୍ରତିକ୍ରିୟାରେ ଶ୍ରଦ୍ଧା ମରାଠୀ ଭାଷାରେ କହିଛନ୍ତି ‘ତୁମେ କଣ କହୁଛ’?

Leave A Reply

Your email address will not be published.