Latest Odisha News

BREAKING NEWS

ମା’ ହେଲେ ଶ୍ରୀୟା

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୀୟା ସରଣ ଏବଂ ତାଙ୍କ ରୁଷିୟ ଉଦ୍ୟୋଗୀ-ସ୍ୱାମୀ ଆଣ୍ଡ୍ରେଇ କୋଶ୍‌ଚିଭ ସୋମବାର ପ୍ରକାଶ କରିଛନ୍ତି ଯେ ସେମାନେ ପ୍ରଥମ ଥର ପାଇଁ ପିତାମାତା ହେବାର ସୌଭାଗ୍ୟ ଲାଗ କରିଛନ୍ତି।

୨୦୧୮ ରେ କୋଶ୍‌ଚିଭଙ୍କ ସହ ତାଙ୍କର ବିବାହ ହୋଇଥିଲା। ୨୦୨୦ରେ ସେ ଗର୍ଭବତୀ ଥିବା ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଥିଲେ। ଏହି ଦମ୍ପତି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ତାଙ୍କ ଜୀବନରେ ଏକ ଏନ୍‌ଞ୍ଜେଲ ଆସିଥିବାରୁ ସେ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଆମେ ଭଗବାନଙ୍କ ନିକଟରେ ଅତ୍ୟଧିକ କୃତଜ୍ଞ ବୋଲି ଲେଖିଛନ୍ତି।

Comments are closed.