Latest Odisha News

BREAKING NEWS

ସଟଡାଉନରେ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ଓଡିଶା ସରକାରଙ୍କ ସାପ୍ତାହିକ ବନ୍ଦ ତଥା ସଟଡାଉନ ନିଷ୍ପତ୍ତି ଯୋଗୁଁ ଜୁନ୍ ମାସର ଶନିବାର ଏବଂ ରବିବାର ଦିନ ‘ମୋ ବସ୍’ ସେବା ଉପଲବ୍ଧ ହେବ ନାହିଁ।

ଏନେଇ କ୍ରୁଟ୍ ପକ୍ଷରୁ ଶୁକ୍ରବାର ଦିନ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି।

ସେହିପରି ଫିଜିକାଲ୍ ପାସ୍ ଏକ୍ସଟେନ୍ସନ୍ ପାଇଁ ଶେଷ ତାରିଖ ଜୁନ୍ ୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଟ୍ୱିଟରେ କୁହାଯାଇଛି।

ଅଧିକ ପଢନ୍ତୁ- ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍

Comments are closed.