Latest Odisha News

BREAKING NEWS

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କୁ ନେଇ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଏହି ଯୋଡି କ୍ୟାଟ୍ରିନା-ଭିକିଙ୍କ ପରେ ଏମାନଙ୍କ ରିଲେସନସିପକୁ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ସେରଶାହାରେ ଦୁହେଁ ନଜର ଆସିଥିଲେ । ହେଲେ ରିଲ୍ ଲାଇଫକୁ ଛାଡିଦେଲେ ଏମାନେ ରିଏଲ ଲାଇଫ୍ ପାର୍ଟନର ବନିପାରନ୍ତି ବୋଲି ବି ଟାଉନରେ ଚର୍ଚ୍ଚା ଜୋର ଧରିଛି ।

ଶୁଣିବାକୁ ମିଳିଛି କି କୁଆଡେ କିଆରା ବହୁବାର ଘର ସିଫ୍ଟ କରି ଆଦିତ୍ୟ ମଲହୋତ୍ରାଙ୍କ ଘରେ ରହୁଛନ୍ତି । ହେଲେ ଏହି ଯୋଡି ୨୦୨୨ରେ ଭିକି ଓ କ୍ୟାଟଙ୍କ ଭଳି ବିବାହ କରିପାରନ୍ତି ଜଣାପଡିଛି । ଦୁହେଁ ଏକାଠି ବିଭିନ୍ନ ପାର୍ଟି ଓ ରେଷ୍ଟୁରାଣ୍ଟକୁ ଯାଉଥିବା ମଧ୍ୟ ବିଭିନ୍ନ ସମୟରେ କ୍ୟାମେରାରେ କଏଦ ହୋଇଛି । ନିକଟରେ ସିଦ୍ଧାର୍ଥ ନିଜ ଇଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।ଯେଉଁଥିରେ ଦୁହେଁ ରୋମାଣ୍ଟିକ୍ ମୁଡରେ ଥିବା ନଜର ଆସିଥିଲେ ।

 

 

Comments are closed.