Latest Odisha News

ଶେଷଥର ପାଇଁ ପରଦାରେ ନଜର ଆସିବେ ଶିଡ୍‌ନାଜ !

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ତଥା ସ୍ବର୍ଗତଃ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ଶିଡ୍‌ନାଜ୍‌ ଫା୍ୟନ୍ସଙ୍କୁ ଶକ୍ତ ଝଟ୍‌କା ଲାଗିଛି। ତେବେ ଶିଡ୍‌ନାଜଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ସୂଚନା ଅନୁଯାୟୀ ଶେଷ ଥର ପାଇଁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ୍ ଗିଲଙ୍କ ମ୍ୟୁଜିକ୍‌ ଭିଡିଓ ‘ଅଧୁରା’ ଅକ୍ଟୋବର ୨୧ ରେ ରିଲିଜ୍‌ କରିବ।

ଶେଷ ଥର ପାଇଁ ପରଦାରେ ଶିଡ୍‌ନାଜଙ୍କ ଯୋଡି ନଜର ଆସିବେ। ଏହା ନିଶ୍ଚିତ ଭାବେ ଶିଡ୍‌ନାଜଙ୍କ ଫ୍ୟାନ୍ସଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ‘ଅଧୁରା’ରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ପ୍ରଭୋ ମୁଖାର୍ଜୀ।

 

Comments are closed.