Latest Odisha News

BREAKING NEWS

ଗଣେଶ ବିସର୍ଜନରେ ସଲମାନଙ୍କ ଏଭଳି ନାଚ ,ଯାହା ଆପଣମାନେ ଆଗରୁ କେବେବି ଦେଖିନଥିବେ

ମୁମ୍ବାଇ: ଯେମିତି ଆପଣ ମାନେ ଜାଣନ୍ତି ବଲିଉଡ କଳାକାର ମାନେ ବିଘ୍ନବିନାଶକଙ୍କ ପୂଜା ଖୁବ ଧୁମଧାମରେ ପାଳନ କରନ୍ତି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ଼ର ନାମିଦାମୀ ଲୋକଙ୍କ ଘରେ ଦେଖିବାକୁ ମିଳିଥିଲା ଗଣପତିଙ୍କ ପୂଜା ।

ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଘରେ ମଧ୍ୟ ବହୁ ଆଡ଼ମ୍ବରରେ ଗଣେଶ ପୂଜା ପାଳନ କରାଯାଇଥିଲା । ଅର୍ପିତାଙ୍କ ଘରେ ମଙ୍ଗଳବାର ଦିନ ଗଣେଷ ବିସର୍ଜନ ଉତ୍ସବ ପାଳନ ହୋଇଯାଇଥିବାବେଳେ ସେଥିରେ ଭାଇଯାନ ତଥା ସଲମାନଙ୍କୁ କିଛି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା ।

ସଲମାନଙ୍କ ଏହି ଅନ୍ଦାଜକୁ ସମସ୍ତ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିବା ବେଳେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସଲମାନ ଖାନ ଗଣେଶ ବସର୍ଜନ ଉତ୍ସବରେ ଏଭଳି ଡ୍ୟାନ୍ସ କରିଛନ୍ତି, ଯାହାକୁ ଆପଣମାନେ ଆଗରୁ କେବେବି ଦେଖିନଥିବେ ।

Leave A Reply

Your email address will not be published.