Latest Odisha News

BREAKING NEWS

Browsing Tag

salman

ହସ୍ପିଟାଲରେ ଭର୍ତ୍ତି ହେଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ାର ଶିକାର ହୋଇଥିବା ସୂଚନା ମିଳିଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯିବା ଏକ ଆଶ୍ବସ୍ତିକର ବିଷୟ। ସେ ରବିବାର ସକାଳ…

କ୍ୟାଟ୍ରିନାଙ୍କ ଭଉଣୀ ମୋହରେ ସଲମାନ ଖାନ୍

ମୁମ୍ବାଇ: ବଲିଉଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ନୂଆ ଚେହେରା ନୁହଁନ୍ତି । ନିଜ ଅଭିନୟ ତଥା ଲୁକ୍ସ ଜରିଆରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଆଉ ଏବେ କ୍ୟାଟ୍ରିନାଙ୍କ ପଥକୁ ଅନୁସରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଭଉଣୀ ଇସାବେଲ୍ କୈଫ । ନିକଟରେ ଇସାବେଲ୍‌ଙ୍କର ଏକ…

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ ।…

ପୁଣିଥରେ ଗୋଟିଏ ଫିଲ୍ମରେ ସଲମାନ ଓ ଶାହରୁଖ !

ମୁମ୍ବାଇ: ବଲିଉଡର ଦୁଇ ସୁପରଷ୍ଟାର୍ ଖାନ, ଶାହରୁଖ ଓ ସଲମାନ । ପୁଣିଥରେ ଅନ୍‌ସ୍କ୍ରିନ୍‌ରେ ଏକାଠି ନଜର ଆସିବେ । ଆଉ ତା ପୁଣି କୌଣସି ରିୟାଲିଟି ସୋ କିମ୍ବା ସିରିଜରେ ନୁହେଁ । ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍‌ରେ ସଲ୍ଲୁମିଆଁଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଯଦି ସତ ହୁଏ,…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ସଲମାନ୍-କାଟ୍ରିନାଙ୍କ ବେବି ଫିଲ୍ଟର ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ଯେ ରାତାରାତି ଲୋକପ୍ରିୟତା ଆଣିପାରେ ଏହାକୁ ଅସ୍ୱୀକାର କରିହେବ ନାହିଁ। ସମ୍ପ୍ରତି, ସୋସିଆଲ୍‌ ମିଡିଆରେ ବେବି ଫିଲ୍ଟର ନାଁରେ ଏକ ବିୟୁଟି ଫେସ୍‌ ଆପ୍ ଟ୍ରେଣ୍ଡ୍‌ କରୁଛି। ପ୍ରଥମେ, ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ବେବି ଫିଲ୍ଟରରେ ଭାଇରାଲ ହୋଇଥିବା ବେଳେ…

ଇଣ୍ଡଷ୍ଟ୍ରୀ ଥଣ୍ଡା, ହେଲେ ସଲମାନଙ୍କ ପକେଟ୍ ଗରମ୍ !

ମୁମ୍ବାଇ: କରୋନା ପାଇଁ ଠପ୍ ପଡିଛି ବଲିଉଡ ତଥା ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀ । ହେଲେ ସଲମାନ ଓରଫ ସଲ୍ଲୁମିଆଁଙ୍କ ଭାଉ କମିବାର ନାଁ ଧରୁନି । ଗତବର୍ଷ ବିଗ୍‌ବସ୍‌ର ପ୍ରତିଟି ଏପିସୋଡ୍ ପାଇଁ ସଲମାନ ୧୫.୫କୋଟି ଟଙ୍କା ନେଉଥିଲେ । ହେଲେ ଚଳିତବର୍ଷ ତାଙ୍କ ପାଉଣା ଆପଣଙ୍କ ହୋସ୍ ଉଡାଇଦେବ ।…

ଗଣେଶ ବିସର୍ଜନରେ ସଲମାନଙ୍କ ଏଭଳି ନାଚ ,ଯାହା ଆପଣମାନେ ଆଗରୁ କେବେବି ଦେଖିନଥିବେ

ମୁମ୍ବାଇ: ଯେମିତି ଆପଣ ମାନେ ଜାଣନ୍ତି ବଲିଉଡ କଳାକାର ମାନେ ବିଘ୍ନବିନାଶକଙ୍କ ପୂଜା ଖୁବ ଧୁମଧାମରେ ପାଳନ କରନ୍ତି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ଼ର ନାମିଦାମୀ ଲୋକଙ୍କ ଘରେ ଦେଖିବାକୁ ମିଳିଥିଲା ଗଣପତିଙ୍କ ପୂଜା । ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଘରେ ମଧ୍ୟ ବହୁ ଆଡ଼ମ୍ବରରେ ଗଣେଶ…

ଏଥର ବିଗବସରେ ନଜର ଆସିବେ ବିଜେପିର ଏହି ନେତା, ଜାଣନ୍ତୁ

ମୁମ୍ବାଇ: ଅନେକ ଚର୍ଚ୍ଚିତ ତଥା ବିବାଦୀୟ ଚେହରାକୁ ପରଦା ଉପରକୁ ଆଣିବାରେ ରିଆଲିଟି ଶୋ' ବିଗବସ ବେଶ ପରିଚିତ । ଏଥର ବିଗବସର ହଟ ଲିଷ୍ଟରେ ଅଛନ୍ତି ବିଜେପିରୁ ତଡା ଖାଇଥିବା ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂ ଚମ୍ପିଆନ । କିଛି ଦିନ ତଳେ ଉତ୍ତରଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂ ଚମ୍ପିଆନ…

ବିଗ୍‍ ବସ୍‍-୧୩ ‘ ପାଇଁ ସଲମାନ କେତେ ପାରିଶ୍ରମିକ ନେବେ ଜାଣନ୍ତି? ଜାଣିଲେ ହୋସ ଉଡିଯିବ

ମୁମ୍ବାଇ : ପପୁଲାର ରିଆଲିଟି ଶୋ’ 'ବିଗ୍‍ ବସ୍‍' ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ଏହାର ସିଜିନ-୧୩ । ୨୦୦୬ ମସିହାରେ ଏହା ଦର୍ଶକଙ୍କୁ ଭେଟି ଦେଇଥିଲା ଏହାର ପ୍ରଥମ ସିଜିନ । ୮୬ଟି ଅଧ୍ୟାୟ ବିଶିଷ୍ଟ ଏହି ଶୋ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସୋନି ଟିଭିରେ ପ୍ରସାରିତ ଏହି…