Latest Odisha News

BREAKING NEWS

ସରିଲା ସ୍ମୃତି ଇରାନିଙ୍କ ଝିଅଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର ବାହାଘର

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ କେନ୍ଦ୍ର ମନ୍ତ୍ରୀ ତଥା ଆମେଥୀ ସାଂସଦ ସ୍ମୃତି ଇରାନୀ ତାଙ୍କ ଝିଅ ଶାନେଲଙ୍କ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କ ଝିଅ ଏବଂ ତାଙ୍କ ଜ୍ୱାଇଁଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସ୍ମୃତି ତାଙ୍କ ଜ୍ବାଇଁଙ୍କୁ ଏକ ମଜାଳିଆ ଢଙ୍ଗରେ ୱାର୍ଣ୍ଣିଂ ମଧ୍ୟ ଦେଇଛନ୍ତି।

ସ୍ମୃତି ଲେଖିଛନ୍ତି ତାଙ୍କ ଜ୍ବାଇଁଙ୍କୁ ତାଙ୍କ ପରିବାରକୁ ସ୍ୱାଗତ ଜଣାଇଛନ୍ତି। ମୋତେ ଶାଶୁ ଭଳି ସାମ୍ନା କରିବାକୁ ପଡିବ। ଭଗବାନ଼ ତୁମର ମଙ୍ଗଳ କରନ୍ତୁ…।

Comments are closed.