ଭୁବନେଶ୍ୱର: ଅମୃତଭଣ୍ଡା ଗଛରେ ଫଣା ଟେକିଛି ନାଗ ସାପ । ଗୋଡ଼େଇ ହୋଇ ଗଛରେ ରହିଥିଲା । ଏଦୃଶ୍ୟ ହେଉଛି ଭୁବନେଶ୍ୱର ଭୀମପୁର ଅଞ୍ଚଳ । ସକାଳୁ ସକାଳୁ ଅମୃତଭଣ୍ଡା ଗଛରେ ସାପ ଥିଲା ଲୋକ ଦେଖିଥିଲେ । ଫୁଲ ତୋଳିବାକୁ ଯାଇଥିବା ବେଳେ କିଛି ଲୋକ ଅମୃତଭଣ୍ଡା ଗଛରେ ସାପ ଚଢ଼ିଥିବା ଦେଖିଥିଲେ । ଏହି ଖବର ଜଣା ପଡିବା ପରେ ସାପ ଦେଖିବାକୁ ସେଠାରେ ଲୋକଙ୍କର ଭିଡ ଜମିଥିଲା ।
ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚିଥିଲେ । ସୁରକ୍ଷିତ ଭିବରେ ଅମୃତଭଣ୍ଡା ଗଛରୁ ଅଢେଇ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ ।
BREAKING NEWS
- Mohan Charan Majhi: ଲୋକାଭିମୁଖୀ ବଜେଟ ପାଇଁ ଜନସାଧାରଣ କଲେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ
- World Record: ବିଶ୍ଵ ରେକର୍ଡ଼ କଲା ଓଡ଼ିଶା;ଆମେରିକାର ରେକର୍ଡକୁ ଭାଙ୍ଗିଲେ ୭ ଟେରାକୋଟା କାରିଗର
- ବ୍ରୁକଙ୍କ ଶତକ ବଳରେ ସେମିକୁ ଉନ୍ନୀତ ହେଲା ଇଂଲଣ୍ଡ
- ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର
- ଇଣ୍ଟରନେଟରେ ଭାଇରାଲ ହେଉଛି କୁନି ମାଙ୍କଡ଼ ପଞ୍ଚ, ୨ କୋଟି ଅଫର୍…
- ‘Agni Varsha’ at Pokhran:ଭାରତୀୟ ସେନାର ‘ଅଗ୍ନିବର୍ଷା’… ମରୁଭୂମିରେ ଭାରତର ଶକ୍ତି ପ୍ରଦର୍ଶନ
- ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ରିଙ୍କୁ ସିଂ
- ପାଚେରୀ କାନ୍ଥ ଭୁଶୁଡ଼ି ୨ ମୃତ, ୪ ଗୁରୁତର
- ଆନ୍ତର୍ଜାତୀୟ ଟି୨୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପଲା ଭାରୀ
- ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ; ଶୁଭାରମ୍ଭ ହେଲା ‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍
Comments are closed.