ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର । ପ୍ରଥମ ଝଲକରେ ଦେଖିବାକୁ ମିଳିଛି ଦମଦାର ଆକ୍ସନ । ଟ୍ରେଲରରେ ମୁଭିର ସମସ୍ତ କଳାକାରଙ୍କ ଜବରଦସ୍ତ ଷ୍ଟଂଟ ସିନ୍ ରହିଛି । ଏହି ହାଇବଜେଟ୍ ଫିଲ୍ମର ଲିଡ୍ ରୋଲ୍ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପଜିଟ୍ରେ ଅଛନ୍ତି କ୍ୟାଟ୍ରିନା କୈଫ୍ ।
ଏଥିସହ ଏହି ଆକ୍ସନ ପ୍ୟାକ୍ ଫିଲ୍ମରେ ‘ସିମ୍ବା’ ଏବଂ ‘ସିଂଘମ’ର ତଡ୍କା ମଧ୍ୟ ଦେଖିବାକୁ ମିଳିବ । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଅକ୍ଷୟ କୁମାର ଏସ୍ଟିଏଫ୍ ଅଫିସର ଭୂମିକାରେ ନଜର ଆସିବେ । ସେହିପରି କ୍ୟାଟ୍ରିନାଙ୍କୁ ତାଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ ।
ରିଲିଜ ହୋଇଥିବା ଏହି ଫିଲ୍ମ ଟ୍ରେଲରର ଲାଷ୍ଟ ସିନ୍ରେ ‘ସିମ୍ବା’ ତଥା ରଣବୀର ସିଂହଙ୍କ ଏଣ୍ଟ୍ରି ହେଉଛି । କେବଳ ସେତିକି ନୁହେଁ ରଣବୀରଙ୍କ ଏଣ୍ଟ୍ରି ପରେ ପରେ ‘ସିଂଘମ’ ତଥା ଅଜୟ ଦେବଗନଙ୍କ ମଧ୍ୟ ଦମଦାର ଏଣ୍ଟ୍ରି ହେଉଥିବା ଦେଖିବାକୁ ମିଳିଛି । ୪ ମିନିଟ୍ ୧୪ ସେକେଣ୍ଡର ଏହି ଟ୍ରେଲରଟି ରିଲିଜ ହେବା ପରେ ସୋସିଆଲ୍ ମିଡିଆରେ ବେଶ୍ ଧମାଲ କରିଛି । ମୁଭିଟି ଆସନ୍ତା ୨୪ ତାରିଖରେ ପରଦାକୁ ଆସିବ ।
BREAKING NEWS
- ବିଜେପି କ୍ଷମତାକୁ ଆସିଲେ ଆମିଷ ଖାଇବା ବନ୍ଦ
- ଓଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ
- ରାଗିଗଲେ ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ
- India sends Petroleum to SriLanka: ଯୁଦ୍ଧ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲା ଭାରତ;ଶ୍ରୀଲଙ୍କାକୁ ଏତିକି ମେଟ୍ରିକ୍ ଟନ୍ ପେଟ୍ରୋଲିୟମ୍ ଯୋଗାଇଲା
- ପାକିସ୍ତାନକୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ କହିଲା ଆମେରିକା, ଭାରତ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର
- ପାକିସ୍ତାନକୁ ଫେରିଲା ଲକଡାଉନ୍!
- ରାଜଧାନୀରେ ନାବାଳିକାଙ୍କୁ ଚେଙ୍କ, ଘର ମାଲିକଙ୍କୁ ଅଟକ
- ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିଲେ, ଶିକ୍ଷକଙ୍କ ନାଁରେ ଥାନାରେ ଏତଲା
- ବିଜେଡିକୁ ଶକ୍ତ ଝଟ୍କା; ଇସ୍ତଫା ଦେଲେ ୯ କାଉନ୍ସିଲର୍
- ସରି ଆସୁଛି ଡେଡ୍ଲାଇନ୍: ମାଓବାଦୀଙ୍କୁ ଆତ୍ମସପର୍ପଣ ପାଇଁ ଡିଜିଙ୍କ ଅପିଲ୍
Comments are closed.