Latest Odisha News

BREAKING NEWS

ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହେବାକୁ ଥିବା ଏନଡିଏ ଓ ନାଭାଲ ଏକାଡେମୀ (ଏନଏ) ପରୀକ୍ଷା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଯେଉଁଥିପାଇଁ ଆସନ୍ତାକାଲି ତଥା ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ବିଭିନ୍ନ ଷ୍ଟେସନରୁ ଟ୍ରେନ ଚଳାଚଳ କରିବ ।

ବ୍ରହ୍ମପୁର ରୁ କଟକ ମେମୁ ଏକ୍ସାମିନେସନ୍ ସ୍ପେଶାଲ୍

ଅନୁଗୁଳ ରୁ କଟକ ମେମୁ ଏକ୍ସାମିନେସନ୍ ସ୍ପେଶାଲ୍ ଭାୟା ତାଳଚେର

ପାରାଦୀପ ରୁ କଟକ ମେମୁ ଏକ୍ସାମିନେସନ୍ ସ୍ପେଶାଲ୍

କେନ୍ଦୁଝର ରୁ କଟକ ମେମୁ ଏକ୍ସାମିନେସନ୍ ସ୍ପେଶାଲ୍

ରାଉରକେଲା ରୁ ସମ୍ବଲପୁର ଏକ୍ସାମିନେସନ୍ ସ୍ପେଶାଲ୍

କଣ୍ଟାବାଞ୍ଜି ରୁ ସମ୍ବଲପୁର ଏକ୍ସାମିନେସନ୍ ସ୍ପେଶାଲ୍

ଇଚ୍ଛାପୂରମ ରୁ ବିଶାଖାପାଟଣା ଏକ୍ସାମିନେସନ୍ ସ୍ପେଶାଲ୍

୫ ତାରିଖ ସନ୍ଧ୍ୟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣା ଷ୍ଟେସନ ମାନଙ୍କରେ ପହଞ୍ଚିଯିବ ।

Leave A Reply

Your email address will not be published.