Latest Odisha News

BREAKING NEWS

ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ ବିବାଦ: ନିର୍ମାତାଙ୍କ ଉପରେ ବର୍ଷିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଅନେକ ଲୋକ ଭାବିଥିଲେ ବିଗ୍‌ବସ୍ ପରେ ଛୋଟ ପରଦାକୁ ଫେରିବେ ଶିଳ୍ପା ସିନ୍ଦେ । ପ୍ଲାଟଫର୍ମ ସାଜିଥିଲା ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ । ହେଲେ ସୋ’ ଆରମ୍ଭ ହେବା ପୂର୍ବରୁ ହିଁ ଶିଳ୍ପା ଓହରିଯାଇଛନ୍ତି । ପ୍ରତିଦିନ ଶିଳ୍ପାଙ୍କୁ ନେଇ କିଛି ନା କିଛି ମସାଲାଦାର ଖବର ସାମ୍ନାକୁ ଆସୁଛି ।

ସୁନୀଲ ଗ୍ରୋଭରଙ୍କ ସହ କାମ କରିବେନି । ଅଧିକ ସମୟ ସୁଟିଂ କରିବେନି । ସୁଟିଂ ସେଟ୍‌ରେ ତାଙ୍କୁ ଜୁନିଅର ଆର୍ଟିଷ୍ଟ ରୂପେ ବ୍ୟବହାର ଦେଖାଯାଉଛି । ଏହି ସମସ୍ତ ଘଟଣା ପାଇଁ ନିର୍ମାତାଙ୍କ ଉପରେ ଖପ୍ପା ଅଛନ୍ତି ଶିଳ୍ପା ସିନ୍ଦେ । ତେବେ ଶିଳ୍ପାଙ୍କ ଅଭିଯୋଗ ଏତିକିରେ ସରିନି । ସୋସିଆଲ୍ ମିଡିଆରେ ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍‌ର ପ୍ରଯୋଜକଙ୍କ ସହ ତାଙ୍କ ହ୍ୱାଟ୍ସଆପ୍ ଚାଟିଂକୁ ବି ସେ ସେୟାର କରିଛନ୍ତି ।

 

View this post on Instagram

 

“THE POT CALLING THE KETTLE BLACK” Suits on you Dear Preeti/ Neeti Simoes @preeti_simoes @neeti_simoes Have some shame Preeti/Neeti Simoes..Screenshot nahi dalne ko bol rahi aur phir khud WhatsApp ki Chat mere replies hide karke media ko de rahi ho? Abhi kya mein bhi poori script post kar du??Maine sirf abhi front page post kiya hai.. “Ek bar clearly apni baat batane ke baad ,I am not answerable to u..Mera NO means NO hota Hai” “DOODH KA DOODH PAANI KA PAANI ABHI HO GAYA HAI”..So Plz stop spreading lies…Asliyat Saamne aa gayi toh mirchi lagi kya?? Abhi phone calls bhi hain jaha maine tumko(Preeti Simoes) clearly bola ki “Mujhe Sunil Grover ji ke sath kaam nahi karna”..Woh bhi daal du??? If you dont want to aggravate this.. So its better plz just concentrate on your ghatiya script & do your job..All the best?? @spotboye_in @pinkvilla @indiaforums @starbharat @lilfrodoproductions

A post shared by Shilpa Shinde (@shilpa_shinde_official) on

ସେହିଭଳି ଶିଳ୍ପା ପ୍ରଥମରୁ ହିଁ ସୁନୀଲଙ୍କ ସହ କାମ କରିବେ ନାହିଁ ବୋଲି ନିର୍ମାତାଙ୍କୁ ରୋକ୍‌ଠୋକ୍ ଶୁଣାଇଥିଲେ । ହେଲେ ସୁଟିଂ ସେଟ୍‌ରେ ସେ ସୁନୀଲଙ୍କୁ ଦେଖିବା ପରେ ନିର୍ମାତାଙ୍କ ସହ ସେ କଥାବାର୍ତ୍ତା ହୋଇଥିଲେ । ତଥାପି ସମାଧାନର କୌଣସି ବାଟ ନ ବାହାରିବା ପରେ ସେ ଇ-ମେଲ ବି କରିଥିଲେ । ଯାହାର ସ୍କ୍ରିନ୍‌ସଟ୍ ଖୋଦ ଶିଳ୍ପା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

View this post on Instagram

 

Dear, Preeti/Neeti @preeti_simoes @neeti_simoes Stop telling lies as I had already e-mail you on 29th Aug 2020 regarding my issues & wanted to end this matter on happy note & you have replied too I’ve also received flowers & a note stating “Get well soon and missing you at the sets”. Hence kindly stop this drama. I’ve been unwell while shooting at your sets and currently have COVID symptoms. No one is paying for this but only I have to face… So atleast what you could do is not to spread that you are trying to contact me and all. It is a male dominated comedy, I suppose everyone would agree. I don’t understand why are you claiming to have called me again and again. After this bitterness, I doubt I would be able to do a comedy show with you. So let’s not aggravate the situation then what it is already or else let’s end this on positive note. P.S. Screenshot of Mail Sent on 29th Aug 2020.. Swap~ @starbharat

A post shared by Shilpa Shinde (@shilpa_shinde_official) on

ଏହି ସମସ୍ତ ପୋଷ୍ଟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କମେଡି ସୋ’କୁ ନେଇ ଶିଳ୍ପା ପ୍ରଥମରୁ ହିଁ ସ୍ପଷ୍ଟୀକରଣ ରଖିଥିଲେ । କହିବାକୁ ଗଲେ ଶିଳ୍ପାଙ୍କୁ ସୋ’ର ନିର୍ମାତାମାନେ ହିଁ ଅନ୍ଧାରରେ ରଖିଥିଲେ । ତେବେ ଦେଖାଯାଉ ଆଗାମି ଦିନରେ ଶିଳ୍ପା ସୋ’ରେ ରହିବାକୁ କୌଣସି ସର୍ତ୍ତ ଉପରେ ପୁନର୍ବିଚାର କରିବେ ନା ସୁନୀଲଙ୍କ ପାଇଁ ଟାଟା ବାୟବାୟ କହିବେ ।

Leave A Reply

Your email address will not be published.