Latest Odisha News

BREAKING NEWS

‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ

ମହାମାରୀର ଦ୍ରୁତ ସଂକ୍ରମଣ ଭିତରେ ମିଳିଲା ଆଉ ଏକ ସଂଜିବନୀ । କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଏବେ ‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ । ଭ।ରତରେ ବ୍ୟହୃତ ହେବ ଏହି ତୃତୀୟ ଭ୍ୟାକସିନ୍ । କ୍ଲିନିକାଲ ଟ୍ରାଏଲରେ ୯୧.୬ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଏହି ଟିକା ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରହିପାରିବ ।

Leave A Reply

Your email address will not be published.