ପୁରୀ: ଶ୍ରୀମନ୍ଦିରରେ ଲାଗିଲା କରୋନା କଟକଣା । କାଲିଠୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ଭଳି ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ ଦେଉଳରେ ତିନି ଠାକୁରଙ୍କ ସେବା କରିବେ ।
କରୋନା ଭୂତାଣୁ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ବଡଠାକୁରଙ୍କ ଦର୍ଶନ ବନ୍ଦ ରହିବ । ସେପଟେ ଏନେଇ ସେବାୟତଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ସେବାୟତମାନେ ମଧ୍ୟ ଏହି ନିଷ୍ପତ୍ତିରେ ସହମତି ଜଣାଇଥିବା ଜଣାପଡିଛି ।
BREAKING NEWS
- Davos 2026: IMFର AI ରାଙ୍କିଂ ଉପରେ ବର୍ଷିଲେ ଅଶ୍ୱିନୀ ବୈଷ୍ଣବ; କହିଲେ-ଭାରତ AI ଶକ୍ତିର ପ୍ରଥମ ଶ୍ରେଣୀର…
- ମାଲକାନଗିରିରେ ସଡ଼କ ଦୁର୍ଘଟଣା; ଗଛରେ ପିଟିହୋଇ ୨ ମୃତ
- ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡି
- ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…
- ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପ: ବିହାର ଚାମ୍ପିୟନ, ଓଡିଶା ରନର୍ସଅପ
- DEO Arrest Warrant: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ
- ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍ଲାଇନ୍
- IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ
- ଡ୍ରପ ଆଉଟ ପିଲାଙ୍କ ଆଡମିସନ ଫି ଛାଡ କଲେ ସରକାର
- Road accident: ଖାଇକୁ ଖସିଲା ଜିପ୍;୩ମୃତ, ୧୭ ଆହତ
Comments are closed.