ଭୁବନଶ୍ୱର: ନବୀନଙ୍କ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଆଠ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ସମୀର ଦାଶ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ବାଲେଶ୍ୱର ଜଳେଶ୍ୱରର ବିଧାୟକ ଅଶ୍ୱୀନୀ ପାତ୍ର ପରେ ଯାଜପୁର ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇ ଶପଥ ନେଇଛନ୍ତି। ସେହିପରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶପଥ ନେଇଛନ୍ତି । ଏହାପରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଶପଥ ନେଇଛନ୍ତି। ଏହାପରେ ରେଢାଖୋଲର ବିଧାୟକ ରୋହିତ ପୂଜାରୀ ଶପଥ ନେଇଛନ୍ତି। ଏହାପରେ ବିଜେପୁରର ବିଧାୟିକା ରୀତା ସାହୁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରୀତା ପ୍ରଥମ ଥର ପାଇଁ ଶପଥ ନେଇଛନ୍ତି। ଏହାପରେ ଶେଷରେ ବାସନ୍ତି ହେମ୍ରମ ଶପଥ ନେଇଛନ୍ତି ।
BREAKING NEWS
- ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର- ମୁଖ୍ୟମନ୍ତ୍ରୀ
- Sandhya Theatre Stampede Case: ସଂଧ୍ୟା ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍
- ଶିକାରୀ ଫାଶରେ ଫସିଲା କଲରାପତରିଆ ବାଘ…୭ ଦିନ ପରେ ଉଦ୍ଧାର
- Salman khan’s upcoming film:ଜନ୍ମଦିନରେ ଭାଇଜାନଙ୍କ ସରପ୍ରାଇଜ୍, ‘ବ୍ୟାଟେଲ ଅଫ୍ ଗାଲୱାନ୍’ର ଟିଜର ରିଲିଜ୍
- ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଦାବି: ଗଠନ ହେଲା କମିଟି
- G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ
- Zelenskyy hints: ଆସନ୍ତାକାଲି ଆମେରିକାରେ ହେବ ବଡ଼ ଡ଼ିଲ୍! ଇସାରା ଦେଲେ ଜେଲେନସ୍କି …
- E-Challan: ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ
- ୧୦୦୦ କୋଟି କ୍ଲବରେ ‘ଧୁରନ୍ଧର’, ଜାଣନ୍ତୁ ଆଉ କେଉଁ ଫିଲ୍ମ ଏଥିରେ ସାମିଲ…
- ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ
Comments are closed.