Latest Odisha News

BREAKING NEWS

କରୋନା ପାଇଁ କଳାବଜାରୀ ଉପରେ କଡା ନଜର: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ମାସ୍କ ଓ ସାନିଟାଇଜର କଳାବଜାରୀ ଉପରେ କଡା ନଜର ରଖାଯାଇଛି। ଏଥିପାଇଁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏସେନ୍ସିଆଲ କମୋଡିଟ ଆକ୍ଟକୁ କଡାକଡି କରାଯାଇଛି । ଯେଉଁ ବ୍ୟକ୍ତି କଳବଜାରୀ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
ଯେଉଁମାନେ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମାସ୍କ ଓ ସାନି ଟାଇଜର କଳା ବଜାରୀ ଉପରେ ନଜର ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.