ଭୁବନେଶ୍ୱରରେ ହେବ ୫୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ । ଆଉ ଏନେଇ ୩୪୦କୋଟି ପ୍ରଦାନ କରି ଚର୍ଚ୍ଚାରେ ବାଗ୍ଚୀ ଦମ୍ପତି । ଓଡ଼ିଶା ମାଟି ପାଇଁ ଏହି ମୂଲ୍ୟ ବହୁତ କମ୍ । ତେବେ କ୍ୟାନସର ହସପିଟାଲ ହେଲେ ବହୁ ଗରିବ କ୍ୟାନସର ପୀଡିତଙ୍କୁ ଚିକିତ୍ସାରେ ସୁବିଧା ମିଳିପାରିବ ବୋଲି କହିଛନ୍ତି ବାଗ୍ଚୀ ଦମ୍ପତି ।
BREAKING NEWS
- ପର୍ଯ୍ୟଟକଙ୍କ ପାଇଁ ବିହାର ସରକାରଙ୍କ ବଡ଼ ଅଫର: ଲଦାଖ ବୁଲିବା ଖର୍ଚ୍ଚରୁ ୫୦ ପ୍ରତିଶତ ବହନ କରିବେ ସରକାର, ଜାଣନ୍ତୁ କେମିତି ମିଳିବ ସୁବିଧା
- Amit Shah Vows To Expel Infiltrators:”ଏହା କୌଣସି ଧର୍ମଶାଳା ନୁହେଁ; ଏଠାରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିଁ ଏହି ଦେଶରେ ରହିବେ”
- ‘ପଶ୍ଚିମବଙ୍ଗରେ ପରିବର୍ତ୍ତନର ନୂଆ ପବନ ବହୁଛି’, ବିଭିନ୍ନ ପ୍ରକଳ୍ପର ଭେଟି ଦେଇ ମମତାଙ୍କୁ ଘେରିଲେ ପ୍ରଧାନମନ୍ତ୍ରୀ ମୋଦି
- ଏଆଇଏଫଏଫର ନାମ ବଦଳି ହେବ କି ଏଫଏଫବି
- ପିଲା ଚୋର ଗୁଜବରୁ ଭୟାବହ ଭିଡ଼ ହିଂସା: ରାୟଗଡ଼ାରେ ଏନ୍ଜିଓ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, ଓଡ଼ିଶା ରାଜନୀତିରେ ନିଆଁ
- ବ୍ଲଡ୍ ବ୍ୟାଙ୍କ ବନ୍ଦ, ମିଳିଲାନି ରକ୍ତ: ୫୦ କିଲୋମିଟର ଦୂର ଭବାନୀପାଟଣା ଗଲା ବେଳେ ବାଟରେ ଆଖି ବୁଜିଲା ୫ ବର୍ଷର ଶିଶୁ
- ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ପିଏ ସାଜି ଠକେଇ ଉଦ୍ୟମ: ବ୍ରହ୍ମପୁରରୁ କୁଖ୍ୟାତ ଠକ ଗିରଫ
- ଗ୍ରୀଷ୍ମ ପ୍ରବାହ ପାଇଁ ଏହି ସ୍ଥାନରେ ହେବ ସକାଳୁଆ ସ୍କୁଲ…
- ଜୁଲାଇ ୧ରୁ ଓଡ଼ିଶାର ସମସ୍ତ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ
- ଟ୍ୱିନ୍ ସିଟି ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ୧୫୮ କୋଟିର ନୂଆ ବ୍ରିଜ୍

Comments are closed.