Latest Odisha News

BREAKING NEWS

ସୁନ୍ଦରଗଡରେ ୩୧ଶହ ଟପିଲା କରୋନା ସଂକ୍ରମଣ; ଆଉ ୧୬୧ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୬୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୨୨ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । କେଉଁ ସ୍ଥାନରୁ କେତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ସମ୍ପର୍କରେ ଜାଣନ୍ତୁ ।

 

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୨୩୬ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୧୮୬୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୨୧ ଜଣ ମୃତ୍ୟୁବରଣ କରିଛନ୍ତି ।

ଅଧିକ ପଢନ୍ତୁ- ସୋନପୁର ଓ ବଲାଙ୍ଗିରରୁ ପ୍ରଥମ ମୁଣ୍ଡ ନେଲା କରୋନା, ରାଜ୍ୟରେ ଆଉ ୧୦ ମୃତ

ଅଧିକ ପଢନ୍ତୁ- ଗୋଟିଏ ଦିନରେ ରାଜ୍ୟର ୧୦ ଜିଲ୍ଲାରୁ ୬୭% ପଜିଟିଭ କେସ୍‌

Leave A Reply

Your email address will not be published.