Latest Odisha News

BREAKING NEWS

ମୋଦୀଙ୍କ ମେସେଜକୁ ସନୀ ଲିଓନଙ୍କ ଅପେକ୍ଷା

ନୂଆଦିଲ୍ଲୀ: ପର୍ନ ଷ୍ଟାରରୁ ବଲିଉଡ ଅଭିନେତ୍ରୀ ସାଜିଥିବା ସନୀ ଲିଓନ ତାଙ୍କର ନୂତନ ଫିଲ୍ମ ରଙ୍ଗୀଲା ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଶୁଟିଂ ସେଟରେ ତାଙ୍କୁ ଯେତେବେଳେ ପଚରାଗଲା କେଉଁ ସେଲିବ୍ରେଟିଙ୍କ ମେସେଜ ପାଇଲେ ସେ ସବୁଠାରୁ ବେଶି ଖୁସି ହେବେ ।

ଏହାର ଉତରରେ ସନୀ ଲିଓନ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେସେଜ ମୋ ପାଇଁ ସମ୍ମାନର ବିଷୟ ହେବ । ରଙ୍ଗୀଲା ତାଙ୍କର ପ୍ରଥମ ମାଲାୟଲମ ଫିଲ୍ମ ହେବ ।

Leave A Reply

Your email address will not be published.