Latest Odisha News

BREAKING NEWS

ଜାନୁଆରୀ ମାସକୁ ଘୁଞ୍ଚିଲା ଅଯୋଧ୍ୟା ମାମଲାର ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦ ମାମଲାରେ ହେବାକୁ ଥିବା ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୨୦୧୯ ଜାନୁୟାରୀ ମାସକୁ ଘୁଞ୍ଚାଇ ଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । ଏଥିସହିତ ଜାନୁୟାରୀରେ ଶୁଣାଣିର ପରବର୍ତ୍ତି ତାରିଖ ନିର୍ଦ୍ଧାରଣ ହେବ ବୋଲି କୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଆଗତ ଅନେକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.