ପୁରୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏନଭି ରମଣା ଶନିବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।
ଜଷ୍ଟିସ୍ ରମଣା ଓ ତାଙ୍କ ପତ୍ନୀ ଆଜି ସକାଳେ ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପଭୁଙ୍କ ଦର୍ଶନ କରିବା ସହ ପ୍ରାର୍ଥନା ମଧ୍ୟ କରିଛନ୍ତି ।
ଏହି ଗସ୍ତ ଅବସରରେ ତାଙ୍କ ସହ ଓଡିଶା ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ୍, ପୁରୀ ଜିଲ୍ଳାପାଳ, ଏସପି ଓ ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
Comments are closed.