Latest Odisha News

BREAKING NEWS

ଆସନ୍ତୁ ଜାଣିବା ବୀରୁଭାଇଙ୍କ କରନ, ଅର୍ଜୁନ କିଏ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ତାଙ୍କର ପ୍ରିୟ ଖେଳାଳି ବୀରେନ୍ଦ୍ର ସେହ୍ୱଗ ଓ ଶିଖର ଧାୱନଙ୍କୁ ଦୀର୍ଘ ଦିନ ପରେ ଭେଟିଛନ୍ତି । ସୋସିଆଲ ମିଡିଆରେ ସେ ଏହି ଫଟୋ ଶେୟାର କରିବା ସହ ଲେଖିଛନ୍ତି ବୀରୁ ଭାଇଙ୍କ କରନ, ଅର୍ଜୁନ ଆସି ଯାଇଛନ୍ତି । ଚଳିତ ବର୍ଷ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ତେବେ ସେ ଖୁବ୍ ଶୀଘ୍ର ସୟେଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଂଟରେ ଖେଳିବେ । ଏଥିପାଇଁ ସେ ବ୍ୟାଟିଂ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ନିକଟରେ ଡ୍ରାଗନ ଫ୍ଲାଇ କ୍ଲବରେ କରୋନା ପ୍ରୋଟୋକଲ ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଥିଲେ । ରାଇନା ୧୮ ଟେଷ୍ଟ,୨୨୬ ଦିନିକିଆ ଓ ୭୮ ଟି୨୦ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.