Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିିରିଜରେ ଓଡିଶାର ସୁଶାନ୍ତ ହେବେ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଟି୨୦ ସିରିଜ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ସୁଶାନ୍ତ କୁମାର ମହାନ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି ବିସିସିଆଇ । ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ସିରିଜ ମ୍ୟାଚ ଖେଳାଯିବ ।

କୋଲକାତାର ଇଡେନ ଗାର୍ଡେନରେ ଫେବୃୟାରୀ ୧୬, ୧୮ ଓ ୨୦ରେ ୩ଟି ଯାକ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜରେ ଭାରତ ୩-୦ରେ ଜିତି କ୍ଲିନ ସୁଇପ କରିଛି ।

Comments are closed, but trackbacks and pingbacks are open.