ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସ୍ରେ ରବିବାର ତାଙ୍କ ସାଙ୍ଗ ଗଣେଶ ହିବରକର ଚାଂଚଲ୍ୟକର ବୟାନ ଦେଇଛନ୍ତି । ମୋତେ ସୁରକ୍ଷା ଦେଲେ ବହୁତ କିଛି କହିବି । ସେ କହିଛନ୍ତି ଘଟଣାର ପୂର୍ବଦିନ ରାତିରେ ପାର୍ଟିରେ ଅନେକ ନାମୀ ଦାମୀ ଲୋକ ଯୋଗ ଦେଇଥିଲେ । ଦିଶା ସାଲିୟନ ମୃତ୍ୟୁ ନେଇ ସୁଶାନ୍ତ ପ୍ରକୃତ କାରଣ ଜାଣି ସାରିଥିଲେ । ଏହା ଜଣାପଡିବା ପରେ ସେମାନେ ସୁଶାନ୍ତଙ୍କ ପଛରେ ପଡିଥିଲେ ।
ସେ ଆତ୍ମହତ୍ୟା କରିବା ଭଳି ବ୍ୟକ୍ତି ନୁହନ୍ତି । ତାଙ୍କ ବିରୋଧରେ ଷଡଯନ୍ତ୍ର ରଚା ଯାଇଥିଲା । ମୋତେ ପୋଲିସ ସୁରକ୍ଷା ଦେବ ତାହାହେଲେ ସମସ୍ତଙ୍କ ନାମ କହିବି । ସେହିପରି ସନ୍ଦୀପଙ୍କୁ ଜେରା କରାଗଲେ ବହୁତ କିଛି ତଥ୍ୟ ବାହାରିବ ।
Comments are closed.