Latest Odisha News

BREAKING NEWS

ଫିଲ୍ମ ସେଟରେ ଡ୍ରଗ୍ସ ନେଉଥିଲେ ସୁଶାନ୍ତ: ଶ୍ରଦ୍ଧା କପୁର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ଭ୍ୟାନିଟି ଭ୍ୟାନ ଓ ଫିଲ୍ମର ସେଟରେ ଡ୍ରଗ୍ସ ସେବନ କରନ୍ତି ବୋଲି ଶନିବାର ଦିନ ଏନସିବିର ଜେରା ବେଳେ କହିଛନ୍ତି ‘ଛିଚୋରେ’ ଅଭିନେତ୍ରୀ ଶ୍ରଦ୍ଧା କପୁର।

ଇଣ୍ଡିଆ ଟିଭି ରିପୋର୍ଟ ଅନୁଯାୟୀ, ୨୦୧୯ରେ ସୁଶାନ୍ତଙ୍କ ପାଉନା ଗେଷ୍ଟହାଉସରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ, ଯେଉଁଠାରେ ଗଞ୍ଜେଇ ଏବଂ ଆଲକହଲ ରହିଥିଲା ବୋଲି ଶ୍ରଦ୍ଧା ସ୍ବିକାର କରିଛନ୍ତି।

ତେବେ ଅଭିନେତ୍ରୀ ଜଣକ କୈାଣସି ଡ୍ରଗ୍ସ ସେବନ କରନ୍ତିନି ବୋଲି କହିଛନ୍ତି।

ତେବେ ଯାଞ୍ଚ ଏଜେନ୍ସି ଜୟା ଶାହା (ସୁଶାନ୍ତଙ୍କ ପୂର୍ବତନ ଟାଲେଣ୍ଟ ମ୍ୟାନେଜର)ଙ୍କ ସହ ଡ୍ରଗ୍ ଚାଟ୍ ମିଳିଥିଲା।

Comments are closed.