Latest Odisha News

BREAKING NEWS

Browsing Tag

2kg Gold Seized

କଟକରୁ ୨ କିଲୋ ସୁନା ଜବତ, ଜିଏସଟି ଫାଙ୍କି ବିକ୍ରି କରୁଥିଲେ

କଟକ: ପଞ୍ଜାବରୁ ସୁନା ଆଣି କଟକରେ ବେପାର କରୁଥିଲେ । ଜିଏସଟି ଫାଙ୍କି ବେଆଇନ ବିକ୍ରି କରିବା ବେଳେ ଧରିଲା ପୋଲିସ । କଟକରୁ ୨ କିଲୋ ୨୯ ଗ୍ରାମ୍ ସୁନା ଜବତ କରିଛି କମିଶନରେଟ ପୋଲିସ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଜବତ ସୁନାର ମୂଲ୍ୟ ୫୫ ଲକ୍ଷରୁ ଅଧିକ ଟଙ୍କା ହେବ ।…