Latest Odisha News

BREAKING NEWS

Browsing Tag

2nd T20 Match

ଶ୍ରୀଲଙ୍କା ବିପକ୍ଷ T20 ସିରିଜ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର

କଲମ୍ବୋ(ଶ୍ରୀଲଙ୍କା): ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତି ଆଗକୁ ସିରିଜ ହାତେଇବା ଅଭିଯାନରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର । ଶ୍ରୀଲଙ୍କା ସହ ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ପ୍ଲେଇଂ…

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦ ମୁକାବିଲା; ବୁମରାହଙ୍କ ଉପରେ ନଜର

ଇନ୍ଦୋର: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଏହାକୁ ଜିତିବା ପାଇଁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ । ଏହି ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଛି ।…