ମାଆ ସାପ ଉଦ୍ଧାରର ୨୧ ଦିନ ପରେ ଫୁଟିଲା ଅଣ୍ଡା, ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର
ଅନୁଗୁଳ: ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗାଁ କେନାଲ ସାହିରୁ ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛପଟ ବାଡିରେ ଏକ ଆଜବେଷ୍ଟସ ତଳୁ ସାପଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଗତ ମାସ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ବିଦେଶୀ…