Latest Odisha News

BREAKING NEWS

Browsing Tag

57 percent vaccination completed in Odisha

ରାଜ୍ୟରେ ୫୭ ପ୍ରତିଶତ ସରିଲାଣି ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଏଯାଏଁ ଦିଆ ସରିଲାଣି ୨ କୋଟି ୩୬ ଲକ୍ଷ କରୋନା ଟିକା । ୧ କୋଟି ୭୮ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ, ୫୮ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ନେଇଛନ୍ତି । ଯାହାକି ରାଜ୍ୟରେ ୫୭ ପ୍ରତିଶତ ଟିକାକରଣ ଶେଷ ହେଲାଣି । ସେହିପରି ଏପର୍ଯ୍ୟନ୍ତ ୧ ଲକ୍ଷ ୧୪ହଜାର ଗର୍ଭବତୀଙ୍କୁ…