Latest Odisha News

BREAKING NEWS

Browsing Tag

75th Independence Day

ଏଏସଆଇ ସଂରକ୍ଷିତ ସମସ୍ତ ସ୍ମାରକୀ ଅଗଷ୍ଟ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ମାଗଣା

ଭୁବନେଶ୍ୱର: ଭାରତର ୭୫ ତମ ସ୍ୱାଧୀନତା ଦିବସ ତଥା 'ଆଜାଦୀ କା ଅମୃତ ମହୋତ୍ସବ' ଅବସରରେ ଏଏସଆଇ ପକ୍ଷରୁ ଆସିଛି ବଡ଼ ଉପହାର । ଦେଶରେ ଏଏସଆଇ ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ଫ୍ରି ଅର୍ଥାତ୍ ମାଗଣା କରାଯାଇଛି । ଅଗଷ୍ଟ୫ ତାରିଖରୁ ୧୫…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ…

ଭୁବନେଶ୍ୱର: ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ । ଏଥିପାଇଁ ରାଜ୍ୟର ୯୬ ଲକ୍ଷ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା: ଯୁବପୀଢ଼ିଙ୍କ ଉପରେ ନିବେଶ, ଭବିଷ୍ୟତ ଉପରେ…

ଭୁବନେଶ୍ୱର: ରାଜ୍ୟସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧି ଓ ଅନ୍ୟ ବରପୁତ୍ର…

ସୀମାରେ ସ୍ୱାଧୀନତା ଦିବସ: ଲଦାଖରେ ଉଡ଼ିଲା ତ୍ରିରଙ୍ଗା

ଶ୍ରୀଗନର: ସୀମାରେ ସ୍ୱାଧୀନତା ଦିବସ ପାଳନ କଲେ ଦେଶରେ ଜାଗ୍ରତ ପ୍ରହରୀ । ଲଦାଖର ବିବାଦୀୟ ପାଙ୍ଗୋଙ୍ଗ ସୁରେ ଆଇଟିବିପି ଯବାନ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସେମାନେ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତ ମାତାର ନାରାରେ କମ୍ପିଥିଲା ପାଙ୍ଗୋଙ୍ଗ ସୁ ଅଞ୍ଚଳ ।…

ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ପଲ୍ଲୀଠୁ ଦିଲ୍ଲୀ ସବୁଠୁ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତାର ସେହି ବିଶେଷ ମୁହୂର୍ତ୍ତକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପଜାତା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତିକିବେଳେ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଫୁଲଡ୍ରେସ୍ ରିହରସାଲ୍, ସାମିଲ ହେଲେ ୩ଟି ଟ୍ରୁପ୍‌

ଭୁବନେଶ୍ୱର: ଚଳିତବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ୭୫ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ପ୍ରଦର୍ଶନ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥିପାଇଁ ଆଜି ଫୁଲଡ୍ରେସ୍ ରିହରସାଲ୍ କରାଯାଇଛି । ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ହୋଇଥିଲା ଫୁଲ ଡ୍ରେସ୍…